ଓଡିଆରେ ସଂଖ୍ୟାଗୁଡିକ
Numbers in Oriya


by Mia Bowen

Copyright © 2014. All Rights Reserved



୧, ୨, ୩, ୪, ୫, ୬,
୭, ୮, ୯, ୧୦, ୧୧, ୧୨
1, 2, 3, 4, 5, 6,
7, 8, 9, 10, 11, 12.

ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛ,
ସାତ, ଆଠ, ନଅ, ଦଶ, ଏଗାର, ବାର
one, two, three, four, five, six,
seven, eight, nine, ten, eleven, twelve.





ଗୋଟିଏ ଟେନିସ୍ ବଲ୍

one tennis ball





ଦୁଇଟି ଗାଜର

two carrots






ତିନୋଟି ରାସପବେରୀ

three raspberries






ଚାରୋଟି କମଳା ରଙ୍ଗର ଫୁଲ

four orange flowers






ପାଞ୍ଚଟି କଦଳୀ

five bananas





ଛଅଟି ସାମୁକା

six seashells






ସାତଟି ପତ୍ର

seven leaves






ଆଠଟି ପିମ୍ପୁଡ଼ି

eight ants






ନଅଟି ଟମାଟୋ

nine tomatoes







ଦଶଟି ତାରକା ମାଛ

ten starfish





ଏଗାରଟି ବହି

eleven books





ବାରଟି ରଙ୍ଗୀନ ପେନସିଲ୍

twelve coloured pencils


ଏଠାରେ କେତୋଟି ଲେମ୍ବୁ ଅଛି?
ଏଠାରେ ପାଞ୍ଚଟି ଲେମ୍ବୁ ଅଛି।
How many lemons are there?
There are five lemons.

ଏଠାରେ କେତୋଟି ସେଓ ଅଛି?
ଏଠାରେ କେବଳ ଗୋଟିଏ ସେଓ ଅଛି।
କି ମିଠା!
How many apples are there?
There is only one apple.
How delicious!