ଓଡ଼ିଆରେ ରଙ୍ଗଗୁଡିକ
Colours in Oriya


by Mia Bowen

Copyright © 2014. All Rights Reserved


ହଳଦିଆ . କମଳା . ଗୋଲାପୀ . ଲାଲ . ବାଇଗଣୀ . ସବୁଜ

yellow ... orange ... pink ... red ... purple ... green
blue ... brown ... grey ... black ... white

ନୀଳ . ବାଦାମୀ . ମାଟିଆ . କଳା . ଧଳା





ଏହି କଦଳୀଟି ହଳଦିଆ।

This banana is yellow.


ଏହି ଫୁଲଟି କମଳା ରଙ୍ଗର।
କି ସୁନ୍ଦର!

This flower is orange.
How beautiful!



ଘାସର ରଙ୍ଗ ସବୁଜ।

The grass is green.


ଏହି ପତ୍ର ମଧ୍ୟ ସବୁଜ।

This leaf is also green.


ଝିଅଟି ନୀଳ ଚକ୍‌ରେ ଚିତ୍ର କରୁଛି।

The girl is drawing with blue chalk.
ମାଟିଆ ବିରାଡିଟିଏ ମୁଷାକୁ ଚାହିଁ ରହିଛି। ସେ କୁଆଡେ ଗଲା?

The grey cat is looking for the mouse.
Where has it gone?




ଚକୋଲେଟ୍ କେକ୍‌ର ରଙ୍ଗ ବାଦାମୀ।

The chocolate cake is brown.


ଏହି ମାଛଗୁଡ଼ିକ କଳା।

These fish are black.




ରାସପବେରୀ ଏବଂ ଟମାଟୋର ରଙ୍ଗ ଲାଲ।

The raspberries and the tomatoes are red.


ମୋର ପ୍ରିୟ ଜାକେଟ୍ ହେଉଛି ଗୋଲାପୀ।

My favourite jacket is pink.


ବରଫର ଧଳା ଏବଂ ଶୀତଳ।
ଉଃ...

The snow is white and cold.
Brrr...



ଏହି ତାରକା ମାଛ ବାଇଗଣୀ।

This starfish is purple.


ଏହି ଅଙ୍ଗୁରଗୁଡିକ ମଧ୍ୟ ବାଇଗଣୀ।

These grapes are also purple.
ଆପଣଙ୍କ ପ୍ରିୟ ରଙ୍ଗ କଣ?
ମୋର ପ୍ରିୟ ରଙ୍ଗ ଗୋଲାପୀ।

What is your favourite colour?
My favourite colour is pink.


ଆପଣଙ୍କ ପ୍ରିୟ ରଙ୍ଗ କଣ?
ମୋର ପ୍ରିୟ ରଙ୍ଗ ନୀଳ।

What is your favourite colour?
My favourite colour is blue.




ଏହି ଫୁଲର ରଙ୍ଗ କଣ?
ଗାଢ଼ ଗୋଲାପୀ ବା ହାଲ୍‌କା ବାଇଗଣୀ?

What colour is this flower?
Dark pink or light purple?
ମୋ ଆଖିର ରଙ୍ଗ କଣ?
ମୋ ଆଖିର ରଙ୍ଗ ନୀଳ, ସବୁଜ ଏବଂ ମାଟିଆ।

What colour are my eyes?
My eyes are blue, green and grey.



ଆପଣଙ୍କ ଆଖିର ରଙ୍ଗ କଣ??

What colour are your eyes?